NAVBHARAT
DHARITRI
NAVBHARAT
PRAMEYA
NAVBHARAT
NAVBHARAT
ORISSA POST
SAMBAD
NAVBHARAT
సాక్షి
సాక్షి
KALINGA TV
DHARITRI
PRAMEYA
సాక్షి
canvasodisha
ଇଶ୍ୱରଙ୍କ ହାତରେ ସ୍ୱାଧୀନତାର ସୂକ୍ଷ୍ମ କଳାକୃତି
ଭୁବନେଶ୍ୱର/(ସିଓ): ଇଶ୍ୱରଙ୍କ ପ୍ରଦତ୍ତ କଳାକୁ ସେ ଦେଇଛନ୍ତି ସ୍ୱତନ୍ତ୍ର ପରିଚୟ । ମନର ଭାବନା ଓ ପରିକଳ୍ପନାକୁ ହାତର ସ୍ପର୍ଷରେ ସୁନ୍ଦର କରି ଗଢି ତୋଳନ୍ତି ସୂକ୍ଷ୍ମ କଳା ମାନ । ସେ ଆଉ କେହି ନୁହଁନ୍ତି, ଜଟଣୀସ୍ଥିତ ହାଟ ବଜାର, ଗୋପିନାଥପୁରର ସୂକ୍ଷ୍ମ କଳାର ଯାଦୁକର ଏଲ୍ ଇଶ୍ୱର ରାଓ । ଆଶା ତ ଅନେକ ଅଛି,କିଛି ନୂଆ କରି ଦେଖାଇବାର । କେବେ ବି ସେ ଥକି ପଡିନାହାନ୍ତି କି ହାର ମାନିନାହାନ୍ତି । ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଇଶ୍ୱର ୬୯ତମ ସ୍ୱାଧୀନତା ଦିବସ ଅବସରରେ ବୋତଲ ଭିତରେ ସାବୁନ ମାଧ୍ୟମରେ ତିଆରି କରିଛନ୍ତି ଜବାହାର ଲାଲ୍ ନେହେରୁ, ମହାତ୍ମା ଗାନ୍ଧୀ, ଭଗତ ସିଂ, ସୂବାଷ ଚନ୍ଦ୍ର ବୋଷ ଓ ଡ଼ ରାଜେନ୍ଦ୍ର ପ୍ରସାଦଙ୍କ ଜୀବନ୍ତ ପ୍ରତିମୂର୍ତ୍ତୀ ।
NAVBHARAT
సాక్షి
Sarbasadharana
PRAMEYA
సాక్షి
ORISSAPOST
NAVBHARAT
Prameya News7
CITY BULLETIN 07-07-2015